ଅନ୍ୟ ଟେକ୍ କମ୍ପାନୀ ମାନଙ୍କ ପରି ଏବେ ଗୁଗଲ ମଧ୍ୟ ତାର କମ୍ପାନୀର କର୍ମଚାରୀ ମାନଙ୍କ ଛଟେଇ କରି ପାରେ । ଗୁଗଲର ପ୍ୟାରେଂଟ କମ୍ପାନୀ ଆଲଫାବେଟ ତାର 10 ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଥିବା ନେଇ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ।
#google #employee #job #suspended #ArgusNews