କେବେ ଭାବିଛନ୍ତି କି ଦୁଇଟି ସମାନ ବୟସର ଲୋକ ସମାନ ସମୟରେ କାହିଁକି ବୃଦ୍ଧା ଅବସ୍ଥାକୁ ଯାଇ ନଥାନ୍ତି ? କିଛି ଲୋକ ଅନ୍ୟମାନଙ୍କ ତୁଳନାରେ ବେଶ ଜଲଦି କାହିଁକି ବୁଢା ହୋଇଯାଆନ୍ତି ? ଏପରି କିଛି ରହସ୍ୟଜନକ ତଥ୍ୟର ଉନ୍ମୋଚନ ପାଇଁ ହଂକଂ ଏବଂ ଆମେରିକାର କିଛି ଗବେଷକମାନେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ପ୍ରୟୋଗ କରି ଏକ ନୁଆ ପ୍ରକାର ଘଡିର ବିକାଶ କରିଛନ୍ତି । ତେବେ କଣ ଥିଲା ଏନେଇ ତାଙ୍କ ଗବେଷଣା ନଜର ପକାନ୍ତୁ ଏହି ଭିଡିଓରେ..
#mentalhealth #oldage #sad #upset #research #america #ArgusNews