#ସ୍ପୁଟନିକ୍_ଭି_ଭାକସି_ନିର୍ମାତାଙ୍କୁ_ହତ୍ୟା
କରୋନା ଟିକା ପ୍ରସ୍ତୁତ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା। କୋଭିଡ୍-୧୯ ଟିକା ‘ସ୍ପୁଟ୍ନିକ୍ ଭି’ର ଅନ୍ୟତମ ପ୍ରସ୍ତୁତକାରୀ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭଙ୍କୁ ତାଙ୍କ ଆପାର୍ଟମେଣ୍ଟ୍ ରେ ଶ୍ବାସରୁଦ୍ଧ କରି ହତ୍ୟା ହୋଇଥିବାର ରୁଷର ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ଘଟଣାରେ ଜଣେ ଗିରଫ, ଋଷ ବିରୋଧୀ ଷଡଯନ୍ତ୍ର ସନ୍ଦେହ.....।
#ArgusNews #SputnikVvaccine #AndreyBotikov #MurderCase #investigation #conspiracy