#ପାକିସ୍ତାନରେ_ଆହୁରି_ଖରାପ_ହେବ_ଆର୍ଥିକ_ସ୍ଥିତି
#ଯାଇ_ପାରେ_ଦଶ_ଲକ୍ଷରୁ_ଅଧିକ_ଶ୍ରମିକମାନଙ୍କର_ଚାକିରୀ
#କଂଚା_ମାଲ_ମିଳୁନଥିବା_କାରଣରୁ_ଏଭଳି_ସ୍ଥିତି
ପାକିସ୍ତାନର ଆର୍ଥିକ ସ୍ଥିତି ଆଗାମୀ ଦିନରେ ଆହୁରି ଖରାପ ହେବାକୁ ଯାଉଛି । ପାକିସ୍ତାନର ଦୟନୀୟ ଆର୍ଥିକ ସଂକଟ ଏବେ ଧୀରେ ଧୀରେ ଦେଶର ପ୍ରତ୍ୟେକ କ୍ଷେତ୍ରକୁ ବ୍ୟାପିବାରେ ଲାଗିଛି ।
#Pakistan #EconomicCrisis #Labour #badsituation #ArgusNews