ଏବେ ପାକିସ୍ତାନର ମୁହଁ ଚାହୁଁନି ଚୀନ୍
ସଙ୍କଟବେଳେ ସାହାଯ୍ୟ ବଦଳରେ ଧୋକା ଦେଉଛି ଅଲୱେଦର ଫ୍ରେଣ୍ଡ୍। ଚୀନ୍ ବନ୍ଦ କଲା ଇସଲାମବାଦରେ ଥିବା ନିଜର ବାଣିଜ୍ୟ ଦୂତାବାସ ।ଅନିଶ୍ଚିତତା ଭିତରେ ପାକିସ୍ତାନରେ ଚାଲିଥିବା ଚୀନର ବିଭିନ୍ନ ପ୍ରକଳ୍ପ ।
#ArgusNews #Pakistan #FinancialCrisis #china #Chineseembassy #international