#ବିଦେଶ_ମାଟିରେ_ଭାରତକୁ_ବଦନାମ_କଲେ_ରାହୁଲ
#କେମ୍ବ୍ରିଜରେ_କଂଗ୍ରେସ_ସାଂସଦଙ୍କ_ମିଛ_ଗପ
କେମ୍ବ୍ରିଜ ବିଜନେସ ସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି ରାହୁଲ ଗାନ୍ଧୀ। ଉଜ୍ଜଳା ଯୋଜନା ଓ ଜନଧନ ଯୋଜନାରେ ଗରିବ ବର୍ଗଙ୍କୁ ମାଗଣାରେ ବ୍ୟାଙ୍କ ଖାତା ଖୋଲିବାକୁ ପ୍ରଶଂସା କରିବା ସହ ପେଗାସସ ପ୍ରସଙ୍ଗରେ ଭାରତ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ରାହୁଲ...।
#ArgusNews #cambridge #RahulGandhi #pegasus #indiangovernment #ControversialStatement