ଆମେରିକାର ଏକ ସ୍କୁଲରେ ଗୁଳିକାଣ୍ଡ, ୩ ପିଲାଙ୍କ ସମେତ ୭ ମୃତ । ଟେନିସି ପ୍ରଦେଶର ରାଜଧାନୀ ନାଶଭିଲେରେ ଏକ ଘରୋଇ ଖ୍ରୀଷ୍ଟିଆନ ସ୍କୁଲରେ ୨୮ ବର୍ଷୀୟା ଜଣେ ମହିଳା ଆଖୁବୁଜା ଗୁଳି ଚଳାଇବାରୁ ୩ ଜଣ ପିଲା ଏବଂ ୪ ଜଣ କର୍ମଚାରୀଙ୍କ ସମେତ 7 ଜଣଙ୍କର ମୃତ୍ୟୁ ହୋଇଛି...।
#ArgusNews #america #school #shooting #international