#ପାକିସ୍ତାନର_ପ୍ରଧାନମନ୍ତ୍ରୀ_ଶହବାଜ_ଶରିଫ_ମନ୍ତ୍ରୀ_ଓ_ପରାମର୍ଶଦାତାଙ୍କୁ_ଦରମା_ଲାଭ_ଛାଡିବାକୁ_କହିଲେ
#ଭୟଙ୍କର_ଆର୍ଥିକ_ସଂକଟରେ_ପାକିସ୍ତାନ_ଥିବାରୁ_ନେଲେ_ନିଷ୍ପତି
ଭୟଙ୍କର ଆର୍ଥିକ ପରିସ୍ଥିତି ଦେଇ ଗତି କରୁଥିବା ପାକିସ୍ତାନକୁ ସରକାରୀ କାମ ଜାରୀ ରଖିବା ମଧ୍ୟ କଷ୍ଚକର ହୋଇ ପଡିଲାଣି । ସ୍ଥିତି ଏତେ ଖରାପ ହୋଇ ସାରିଲାଣି ଯେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କୁ ତାଙ୍କର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ପରାମର୍ଶଦାତା ମାନଙ୍କୁ ନିଜର ବେତନ, ଲାଭ, ଲଗଜରି କାର ଛାଡିବାକୁ ପରାମର୍ଶ ଦେବାକୁ ପଡିଛି ।
#shebazsharif #pakistan #PrimeMinister #Salary #EconomicCrisis #ArgusNews