ୱାର୍ଲଡ ଇକୋନୋମିକ ଫୋରମ୍ ପାଇଁ ବଡ ଚ୍ୟାଲେଞ୍ଜ । ସେ ସୂଚନାର ଉପଲବ୍ଧତା ହେଉ ଅବା ଜଳବାୟୁ ପରିବର୍ତ୍ତନ କିମ୍ବା ଯୁଦ୍ଧ। ଯାହା ବିଶ୍ବ ନେତୃତ୍ବ ପାଇଁ ଚିନ୍ତାର କାରଣ । ପ୍ରାୟତଃ ପ୍ରଥମ ଥର ପାଇଁ ଜି7 ଲିଡରଙ୍କ ମଧ୍ୟରେ ଜର୍ମାନ ଚାନସେଲର୍ ଉପସ୍ଥିତ ଥିଲେ । କିଏ ଜାଣିଥିଲା ବିଶ୍ବରେ ଏତେ କମ୍ ସମୟ ମଧ୍ୟରେ ଏଭଳି ପରିବର୍ତ୍ତନ ହେବ...।
#ArgusNews #WorldEconomicForum #climatechange #g7leader #AdaniGroup