#ବିଶ୍ଵର_ସବୁଠାରୁ_ପ୍ରତିଭାଶାଳୀ_ଛାତ୍ରୀ_ହେଲେ_ଭାରତୀୟ_ଛାତ୍ରୀ
ଭାରତ ପାଇଁ ଗୌରବ ଆଣିଲେ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରୀ । ବିଶ୍ବର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ନତାଶା ପେରିୟାନାୟଗମ୍ । କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ସେ ଏହି ଗୌରବ ହାସଲ କରିଛନ୍ତି ।
#ArgusNews #indianstudent #proudmoment #Worldstalentedstudent #natashaperiyanayagam #international