#50_ବର୍ଷ_ପରେ_ଅମର_ଜ୍ୟୋତିକୁ_ପୂର୍ବ_ରାଷ୍ଟ୍ରୀୟ_ଯୁଦ୍ଧ_ସ୍ମାରକ_ଶହ_ମିଶାଇ_ଦିଆଯାଇଛି ।
#୧୯୭୧_ୟୁଦ୍ଧରେ_ପ୍ରାଣ_ହରାଇଥିବା_ଯବାନଙ୍କ_ସ୍ମରଣରେ_ଅମର_ଯବାନ_ଜ୍ୟୋତି_ଜଳା_ଯାଇଥିଲା
୫୦ ବର୍ଷ ପରେ ଇଣ୍ଡିଆ ଗେଟ ନିକଟରେ ଥିବା ଅମର ଯବାନ ଜ୍ୟୋତିକୁ ଆଜି ସମାରୋହ ପୂର୍ବ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି । ଦେଶର ବୀର ଯବାନମାନଙ୍କ ବଳିଦାନର ପ୍ରତିକ ଭାବେ ଏହି ଜ୍ୟୋତି ଦୀର୍ଘ ୫୦ ବର୍ଷ ହେବ ଇଣ୍ଡିଆ ଗେଟ ନିକଟରେ ଜଳୁଥିଲା । ଶୁକ୍ରବାର ଦିନ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ଏହାକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସହ ମିଶାଇ ଦିଆଯାଇଛି ।
#Fiftyyears #Amarjaban #Indiagate #EasternNationalWarMemorial #government #Jyoti #braveyoungmen #India #Delhi #Odisha #ArgusNews