କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ।ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଦଳିତ ନେତା ଶ୍ରୀ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣାକୁ ସ୍ୱାଗତ କରିଛି ଓଡିଶା ପ୍ରଦେଶ କଂଗ୍ରେସ। ଏଥିସହ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି
#OdishaPradeshCongress #PanjabCM #CongressCommittee #RahulGandhi #ArgusNews #Odisha