ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ପୁଣି ଥରେ ଏକ ବିବାଦୀୟ ବକ୍ତବ୍ୟ ଦେଇଛନ୍ତି । ଏହା ପୂର୍ବରୁ ସେ ଭାରତକୁ ବିଭାଜନ କରି ପାକିସ୍ତାନ ନିର୍ମାଣ କରିଥିବା ମୋହମ୍ମଦ ଅଲି ଜିନ୍ନାକୁ ମହାନ ବୋଲି କହି ବିବାଦ ଘେରରେ ଆସିଥିଲେ
#samajbadiparty #AkhileshYadav #MohammadAliJinnah #ArgusNews