ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ `ମେ ଅଟଳ ହୁଁ’ ମୁଭିର ଫାଷ୍ଟ ଲୁକ ଆସିଛି। ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ । ଫିଲ୍ମର ପଙ୍କଜଙ୍କର ପ୍ରଥମ ଲୁକକୁ ରବିବାର ଅଟଳଙ୍କ ଜୟନ୍ତୀରେ ରିଲିଜ କରାଯାଇଛି। ଫାଷ୍ଟ ଲୁକରେ ସେ ଧୋତି କୁର୍ତ୍ତା ପିନ୍ଧିଥିବା ନଜର ଆସିଛନ୍ତି ।
#bollywood #biopicmovies #exprimeminister #AtalBihariVajpayee #ArgusNews