ସାଫ୍ରନ୍ ବା କେଶର ଉତ୍ପାଦନ ପାଇଁ ବେଶ୍ ପ୍ରସିଦ୍ଧ ଜାମ୍ମୁକାଶ୍ମୀର । ଜାମ୍ମୁକାଶ୍ମୀରରୁ ୩୭୦ ଧାରା ହଟିବା ପରେ ଏବେ ପ୍ରଶାସନ ସହାୟତାରେ ଅତ୍ୟାଧୁନିକ ପ୍ରଣାଳୀରେ କେଶର ଚାଷ କରାଯାଉଛି । ଆଧୁନିକ ଉପାୟରେ ଏହାକୁ ପ୍ରକ୍ରିୟାକୃତ କରି ବେଶ୍ ଭଲ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି ସ୍ଥାନୀୟ କେଶର ଚାଷୀ ।
#Saffron #JammuAndKashmir #producing #cultivation #modernway #ArgusNews