ଉଭୟ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ସମାନ ଭାବରେ ପ୍ରଭାବଶାଳୀ । ଭୂତାଣୁ କବଳରୁ ସୁରକ୍ଷା ଦେଇପାରୁଛି ଉଭୟ ଟିକା । ମାତ୍ର ଅଧିକ ସେରୋ ପରଜିଟିଭିଟି ହାର ସହିତ ଆଣ୍ଟି ସ୍ପାଇକ୍ ଆଣ୍ଟିବଡ଼ି ପ୍ରସ୍ତୁତ କରିପାରୁଛି କୋଭିସିଲ୍ଡ୍
#ArgusNews #Odisha #NewsChannel #ArgusNewsTV #Covishield_Covaxin #Vaccination