ଏ ବ୍ୟକ୍ତିଜଣକ ଲକ୍ଷେ ୧୭ ହଜାର ଦେଇ ଏକ ଆଇଫୋନ ଅର୍ଡର କରିଥିଲେ । ହେଲେ ଆଇଫୋନ ବଦଳରେ ପ୍ୟାକିଂ ହେଇ ଆସିଛି ମାଟି । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଆମାଜନରେ ଲକ୍ଷେ ୧୭ ହଜାର ଦେଇ ଏକ ଆଇଫୋନ ଅର୍ଡର କରିଥିଲେ । ସେ ୧୬ ତାରିଖରେ ଏହି ଆଇଫୋନ ଅର୍ଡର କରିଥିଲେ ।
#WestBengal #order #iphone #ArgusNews