ୟୁକ୍ରେନ ସୈନିକଙ୍କ ଅପୂର୍ବ ଦେଶପ୍ରେମ । ଶତ୍ରୁଙ୍କ ପ୍ରବେଶ ରୋକିବା ପାଇଁ ନେଲେ ଚରମ ପଦକ୍ଷେପ । ଦେଶ ପାଇଁ ଦେଲେ ଜୀବନ ବଳି । ଦେଖିବା ରୁଷିଆ-ୟୂକ୍ରେନ ଲଢ଼େଇ ବେଳେ ସାମ୍ନାକୁ ଆସିଥିବା ଦେଶ ପ୍ରେମର ଏହି ବିରଳ ଚିତ୍ରକୁ
#RussiaUkraine #ukrainesoldiers #sacrifice #Russiaukrainewar #ArgusNews