ବଲିଉଡ ଅଭିନେତା ଆମିର ଖାନଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ହିନ୍ଦୁ ରୀତି ନୀତି ଅନୁସାରେ କଳସ ପୂଜା କରିଥିବା ଦେଖିବାକୁ ମିଳିଛି। ଆମିର ଖାନ ନିଜର ପ୍ରଡକ୍ସନ ହାଉସର ନୂଆ କାର୍ଯ୍ୟାଳୟରେ ପୂଜା କରିଥିବା ଦେଖିବାକୁ ମିଳିଛି ।
#AamirKhan #bollywood #actor #ArgusNews