ଭାରତୀୟ ଧର୍ମ ଓ ସଂସ୍କୃତି ପାଇଁ ନିଜର ସର୍ବସ୍ୱ ବଳିଦାନ କରିଥିବା ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କ ଡିସେମ୍ବର ମାସ ୨୩ ତାରିଖ ହେଉଛି ବଳିଦାନ ଦିବସ । ତାଙ୍କୁ ୧୯୨୬ ମସିହାରେ ଡିସେମ୍ବର ମାସ ୨୩ ତାରିଖ ଦିନ ଅବଦୁଲ ରସିଦ ନାମକ ଜଣେ ବ୍ୟକ୍ତି ଅତ୍ୟନ୍ତ ନୃଶଂସତାର ସହ ହତ୍ୟା କରିଥିଲା
#swamiSradhananda #sacrifice #ArgusNews #NationalNews