କରସେବକଙ୍କ ଉପରେ ଗୁଳି ଚଳାଇଥିବା ଲୋକେ ଯେତେ ଜୋର ଲଗାଇଲେ ମଧ୍ୟ ରୋକି ପାରିବେନି ଅଯୋଧ୍ୟାରେ ମନ୍ଦିର ନିର୍ମାଣ । ଆଜି ବାବା ବିଶ୍ବନାଥ ନିଜ ଭବ୍ୟ ଦରବାରରେ ବିରାଜମାନ କରିଛନ୍ତି । ଉତ୍ତର ପ୍ରଦେଶରେ କହିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।
#UttarPradesh Amit Shah #Ayodhyatemple #karsevaks #SamajwadiParty Akhilesh Yadav #Controversy #ArgusNews