ତାୱାଙ୍ଗ ଅରୁଣାଚଳ ପ୍ରଦେଶର ଏକ ଅତି ସୁନ୍ଦର ଏବଂ ମନୋହର ସ୍ଥାନ । କାରଣ ଏଠାକାର ସୌନ୍ଦର୍ଯ୍ୟ ଖୁବ୍ ଆନନ୍ଦଦାୟକ। ତାୱାଙ୍ଗ ସମୁଦ୍ର ପତ୍ତନଠାରୁ 2669 ମିଟର ଉଚ୍ଚରେ ଅବସ୍ଥିତ। କେବଳ ଏତିକି ନୁହେଁ, ତାୱାଙ୍ଗ ପର୍ଯ୍ୟଟନ ସ୍ଥାନ ଦଲାଇ ଲାମାର ଜନ୍ମ ସ୍ଥାନ ଭାବରେ ମଧ୍ୟ ଜଣାଶୁଣା ।
#beautyofarunachala #sea #DalaiLama #birthplace #Tourism #tawang #nature #arunachalapradesh #Nation #Odisha #argusNews