ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଯେତେବେଳେ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଫ୍ଲାଟ ଉପରେ ରେଡ୍ କରିଥିଲା । ସେତେବେଳେ ସେଠାରୁ ଯେତେ ପରିମାଣର ନଗଦ ଟଙ୍କା ବାହାରିଥିଲା ସେଥିରେ ଲୋକମାନଙ୍କର ହୋସ ଉଡିଯାଇଥିଲା । ହେଲେ ଏବେ ଅର୍ପିତାଙ୍କ ସମ୍ପର୍କରେ ଆହୁରି ନୂଆ ତଥ୍ୟ ସାମନାକୁ ଆସୁଛି ।
#westbengal #ed #raid #parthachatterjee #arpitamukherjee #foreigncoins #national #nationalnews #westbengalnews #argusnews