ଆଉ କିଛି ଦିନ ପରେ ପବିତ୍ର ରକ୍ଷା ବନ୍ଧନ । ଏଥିପାଇଁ ଚାଲିଛି ଭଳିକି ଭଳି ରାକ୍ଷୀ ତିଆରୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାଯେ ରାକ୍ଷୀ ତିଆରୀ କରୁଥିବା ମହିଳାମାନେ ଦୃଷ୍ଟିଶକ୍ତିହୀନ । ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି ଇନ୍ଦୋରରେ
#ArgusNews #Visuallychallenged #RakshaBandhan #handmade #Rakhi #Indore