ଆଉ କିଛି ଦିନ ପରେ ହେବାକୁ ଯାଉଛି ଆଇପିଏଲ 2022 ପାଇଁ ମେଗା ଅକ୍ସନ । ଏହି ଅକ୍ସନ ପାଇଁ 1000 ରୁ ଉର୍ଦ୍ଧ ଖେଳାଳି ଆବେଦନ କରିଥିଲେ ମଧ୍ୟ ସେଥି ମଧ୍ୟରୁ 590 ଜଣ ଖେଳାଳିଙ୍କ ନାମ ସଟ ଲିଷ୍ଟ କରାଯାଇଛି । ଏଥି ମଧ୍ୟରୁ 370 ଭାରତୀୟ ଏବଂ 220 ବିଦେଶୀ ଖେଳାଳି ରହିଛନ୍ତି ଏହା ସହ ଦୁଇ ଜଣ ଓଡ଼ିଆ ଖେଳାଳିଙ୍କ ନାମ ମଧ୍ୟ ସାମିଲ କରାଯାଇଛି ।
#OdiaPlayer #IPL #cricket #odiacricket #Odisha #ArgusNews