#କ୍ରିକେଟ_ଜଗତରେ_ଶୋକର_ଛାୟା
#ଆଉ_ନାହାନ୍ତି_ଅଷ୍ଟ୍ରେଲୀୟ_କ୍ରିକେଟର_ଆଣ୍ଡ୍ର୍ୟୁ_ସାଇମଣ୍ଡସ
#କାର_ଦୁର୍ଘଟଣାରେ_ଆଖିବୁଜିଲେ_ସାଇମଣ୍ଡସ
ସଡ଼କ ଦୁର୍ଘଟଣା କାଳ ହୋଇଛି ସାଇମଣ୍ଡସଙ୍କ ଲାଗି। ତାଙ୍କ କାର କୁଇନ୍ସଲାଣ୍ଡର ଟାଉନ୍ସଭିଲେ ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ପୋଲିସ୍ ସୂଚନା ଦେଇଛି ।
#australia #australiacricketer #AndrewSymonds #Odisha #ArgusNews