#ଆଉ_ଭାରତୀୟ_ନାଗରିକଙ୍କୁ_ଆକୃଷ୍ଟ_କରିପାରୁନି_ଆମେରିକା
ଆମେରିକା ବଦଳରେ କାନାଡ଼ାରେ ନିଜର କ୍ୟାରିୟର ବନାଉଛନ୍ତି ଭାରତୀୟ । ଏପରିକି ଆମେରିକା ବଦଳରେ କାନାଡ଼ାର ବିଭିନ୍ନ ୟୂନିଭର୍ସିଟିକୁ ଉଚ୍ଚଶିକ୍ଷା ପାଇଁ ପସନ୍ଦ କରୁଛନ୍ତି ଭାରତୀୟ ଛାତ୍ର । ଆମେରିକାର ପୁରୁଣା ଭିସା ପଲିସି ଏବଂ ଅପ୍ରବାସ ନିୟମ ଏଥିରେ ସାଜିଛି ବାଧକ ।ସମସ୍ୟାକୁ ସ୍ବିକାର କଲେ ଆମେରିକାର ଲ ମେକର୍ ।
#ArgusNews #ArgusNewsTV #National #USA #canada #career #VISA_Policy