ଅଖିଳେଶ ଯାଦବ ଏକ ସାକ୍ଷାତକାରରେ କହିଛନ୍ତି ଯେ ପାକିସ୍ତାନ ଭାରତର ପ୍ରକୃତ ଶତ୍ରୁ ନୁହେଁ, ଭୋଟ୍ ପାଇଁ ବିଜେପି ପାକିସ୍ତାନକୁ ଶତ୍ରୁ ଭାବରେ ବିବେଚନା କରୁଛି। ଅଖିଳେଶଙ୍କ ପାକିସ୍ତାନ ପ୍ରେମ ମୁସଲମାନ ଭୋଟ୍ ପାଇ ନୁହେଁ ତ ?
#MuslimVoteBank #UPElection #vote #Pakistan #Votebankpolitics #ArgusNews