ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତର ସବୁଠୁ ବଡ଼ ଡ୍ରୋନ୍ ଫେଷ୍ଟିଭାଲ । ଦିଲ୍ଲୀର ପ୍ରଗତି ମୈଦାନରେ ଅନୁଷ୍ଠିତ ହେଉଥିବା ଏହି ଫେଷ୍ଟିଭାଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
#DroneFestival #Festival #Drone #Pragatimaida #Delhi #PMmodi #Pmnarendramodi #Argusnews #National