ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା । ଆଜି ପୁଣି ଆର୍ଯ୍ୟନ୍ ଖାନ୍ଙ୍କ ଜାମିନ ଆବେଦନର ଶୁଣାଣି ହେବ। ବମ୍ବେ ହାଇକୋର୍ଟ ବୁଧବାର ଜାମିନ ଆବେଦନର ଶୁଣାଣି ଅସମାପ୍ତ ରଖିଥିଲା। ଆଜି ୩ଟାରେ ଏହି ମାମଲାର ଶୁଣାଣି ହେବ।
#DrugsPartycase #AryanKhan #Mumbai #HighCourt #bailapplication #argusNews