ଆଜି ଉତ୍ତର ପ୍ରଦେଶକୁ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ମୋଦି । କୁଶିନଗରରେ ରାଜ୍ୟର ସବୁଠାରୁ ବଡ ରନୱେ ଥିବା ଅନ୍ତର୍ଜାତୀୟ ବିମାନ ବନ୍ଦରର କରିବେ ଉଦଘାଟନ । ସ୍ବତନ୍ତ୍ର ଅତିଥି ହେବେ ଶ୍ରୀଲଙ୍କାର ବୌଦ୍ଧ ଭିକ୍ଷୁ । ୧୪୧ ବର୍ଷ ପରେ ଆସିବ ଭଗବାନ ବୁଦ୍ଧଙ୍କ ଅସ୍ଥି ଅବଶେଷ ।
#PrimeMinister #NarendraModi #UttarPradesh #Kushinagar #inaugurate #InternationalAirport #National #ArgusNews Narendra Modi