ଆଜି ଦେଶ ପାଳୁଛି ୭୪ତମ ଗଣତନ୍ତ୍ର ଦିବସ । ହେଲେ ମନରେ ପ୍ରଶ୍ନ ଉଠେ ଆମ ଦେଶରେ କଣ ସତରେ ଗଣ ମାନଙ୍କର ଶାସନଚାଲେ । ଅବ୍ରହାମ ଲୀନକୋଲନ କହିଥିଲେ ଗଣତନ୍ତ୍ର ଲୋକ ମାନଙ୍କର, ଲୋକ ମାନଙ୍କ ପାଇଁ, ଲୋକ ମାନଙ୍କ ହେଲେ ଏବେ ଗଣତନ୍ତ୍ରର ସଂଜ୍ଞା ବଦଳିଛି ।
#january26 #RepublicDay #india #celebrates #Odisha #ArgusNews