ଦକ୍ଷତା ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ଭାବେ ଆଜି ଧର୍ମେନ୍ଦ୍ର ପ୍ରଧାନ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ୍ ମନ୍ତ୍ରାଳୟର ଦାୟିତ୍ବ ହସ୍ତାନ୍ତର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ
#ArgusNews #Odisha #ArgusNewsTV Dharmendra Pradhan #NewMinister #central_educationminister