ଆଜି ପ୍ରଧାନମନ୍ତ୍ରୀ ନରେନଦ୍ର ମୋଦିଙ୍କ ବାରାଣାସୀ ଗସ୍ତ । ଏକାଧିକ ବିକାଶମୂଳକ ପ୍ରକଳ୍ପର କରିବେ ଉଦଘାଟନ୍ । ଗ୍ରାମୀଣ ଅର୍ଥନୀତି ମଜବୁତ ଦିଗରେ ମୋଦି ପକାଇବେ ମୂଲଦୁଆ । ନୂତନ ସୁଯୋଗ ସୃଷ୍ଟି ସହ ଚାଷୀଙ୍କୁ ମିଳିବ ସାହାଯ୍ୟର ହାତ
#NarendraModi #varanasi #projectinauguration #Farmer #ArgusNews