#ଆଜି_ବିଶ୍ବ_ଶାନ୍ତି_ଦିବସ
ପ୍ରତିବର୍ଷ ୨୧ ସେପ୍ଟେମ୍ବରକୁ ବିଶ୍ବ ଶାନ୍ତି ଦିବସ ଭାବେ ପାଳନ କରାଯାଉଛି । ସାରା ବିଶ୍ବରେ ଶାନ୍ତି, ସୌହାର୍ଦ୍ଧ୍ୟ ଓ ଅହିଂସାର ପ୍ରସାର ପାଇଁ ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ୧୯୮୧ ରେ ଜାତିସଂଘ ବିଶ୍ବ ଶାନ୍ତି ଦିବସ ପାଳନ ନେଇ ଘୋଷଣା କରିଥିଲା । ପ୍ରଥମ ଥର ପାଇଁ ୧୯୮୨ ରେ ବିଶ୍ବ ଶାନ୍ତି ଦିବସ ପାଳନ କରାଯାଇଥିଲା ।
#world #September21 #santidibash #festival #unitednations #Odisha #ArgusNews