କରୋନା କଟକଣା ମାନି ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆମେରିକାରେ ମଧ୍ୟ ସମସ୍ତ ରିତୀନୀତି ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସନ୍ନି ଭିଲେ କାର୍ଲିଫର୍ନିଆରେ ଥିବା ଓଡିଆ ଲୋକମାନେ ପରମ୍ପରା ଅନୁଯାୟୀ ରଥଯାତ୍ରା କରୁଥିବା ଦେଖିବାକୁ ମିଳିଛି
#ArgusNews #Odisha #ArgusNewsTV #RathYatra2021 #usa