ସର୍ଦାର ପଟେଲ ଯେତେବେଳେ 1946 ମସିହାରେ ଅନ୍ତରୀଣ ସରକାରରେ ଗୃହ ମନ୍ତ୍ରୀ ହେଲେ ସେତେବେଳେ ସେ ବିନା ଘର ବିଶିଷ୍ଟ ଦେଶର ହୋମ ମିନିଷ୍ଟର ଥିଲେ । ତାଙ୍କର ନା ଦିଲ୍ଲୀରେ ଘର ଥିଲା ନା ଅହମଦାବାଦରେ । ଆଜି ଗୁଜରାତରେ ବିଶ୍ବର ସବୁଠାରୁ ବଡ ପ୍ରତିମୂର୍ତି ସର୍ଦାର ପଟେଲଙ୍କର ରହିଛି ସତ ହେଲେ ଦିଲ୍ଲୀରେ ତାଙ୍କର ଆଜି ଯାଏ କୌଣସି ସ୍ମାରକ ତିଆରି କରାଯାଇ ନାହିଁ
#sardarballabhabhaipatel #Nostatue #NewDelhi #Gujurat #NationalNews #ArgusNews