ଆଜି ସନ୍ଧ୍ୟା ୫ଟାରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ସଂକ୍ରମଣର ଦ୍ବିତୀୟ ଲହର ଗ୍ରାଫ ହ୍ରାସ ହେବା ସହିତ ଆଜିଠାରୁ ଦେଶରେ ଅନେକ ସ୍ଥାନରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଦେଶବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।
#ArgusNews #ArgusNewsTv #National #Corona_Graph Narendra Modi