#ISIର_ଦିଲ୍ଲୀ_ଧମାକା_ପ୍ଲାନ୍
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ୍ ଆଇଡି ସହ ରହୁଥିଲା । ତା ନିକଟରୁ ଏକେ-୪୭ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍, ୫୦ ରାଉଣ୍ଡର ଦୁଇଟି ପିସ୍ତଲ ଜବତ ହୋଇଛି । ଏହି ଆତଙ୍କବାଦୀକୁ ଆଇଏସ୍ଆଇ ଭାରତରେ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିଲା ।
#ISI #delhi #ATTACK #FakeID #Odisha #ArgusNews