ଆତଙ୍କବାଦୀଙ୍କ ଟାର୍ଗେଟ୍ ରେ ରାଜଧାନୀ ଦିଲ୍ଲୀ । ଦିଲ୍ଳୀରୁ ଆଜି ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ ହୋଇଥିବା ନେଇ ସୂଚନା ।ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଲକ୍ଷ୍ମୀନଗର ଅଂଚଳରୁ ଆତଙ୍କବାଦୀକୁ ଗିରଫ କରିଛି । ଏହି ଆତଙ୍କବାଦୀ ଭାରତୀୟ ନାଗରିକର ଫେକ୍ ଆଇଡି ସହ ରହୁଥିଲା । ତା ନିକଟରୁ ରାଇଫଲ, ହ୍ୟାଣ୍ଡ ଗ୍ରେନେଡ୍, ୫୦ ରାଉଣ୍ଡର ଦୁଇଟି ପିସ୍ତଲ ଜବତ ହୋଇଛି । ଏହି ଆତଙ୍କବାଦୀକୁ ଆଇଏସ୍ଆଇ ଭାରତରେ ଆକ୍ରମଣ ପାଇଁ ଟ୍ରେନିଂ ଦେଇଥିଲା
#NewsRoomLive #Delhi #ISI #Arrest #Odisha #ArgusNews