ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବା ଆହତ ଚୀନର ନାଗରିକଙ୍କୁ ଭାରୀ କ୍ଷତିପୂରଣ ଦେବ ପାକିସ୍ତାନ । ଏହା ଦ୍ୱାରା ଚୀନ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଗତିରୋଧ ହେବ ଦୂର । ପାକିସ୍ତାନରେ ଗତ ବର୍ଷ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଚୀନର ନାଗରିକଙ୍କ ପରିବାର ବର୍ଗକୁ ପାକିସ୍ତାନ ଖୁବ ଅଧିକ କ୍ଷତିପୂରଣ ଦେବାକୁ ବାଧ୍ୟ ହେଉଛି ।
#Pakistan #compensation #Chinese #injured #ATTACK #compensation #families #Odisha #ArgusNews