ଆତଙ୍କବାଦୀ ୟାସିନ୍ ମଲିକକୁ ଆଜୀବନ ସଜା ପରେ ଏବେ ଚର୍ଚ୍ଚାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ୟାସିନର କାରନାମା ଜାଣିଥିବା ସତ୍ବେ ତା ସହିତ ହ୍ୟାଣ୍ଡ୍ ସେକ୍ କରିଥିଲେ ମନମୋହନ । କାହିଁକି ଜଣେ ଦେଶଦ୍ରୋହୀ ସହ ହାତ ମିଳାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ସହିଦ ବାୟୂସେନା ଅଧିକାରୀ ରବି ଖାନ୍ନାଙ୍କ ପତ୍ନୀ ନିର୍ମଳ ଖାନ୍ନା ।
#Nirmalkhanna #Yasinmallik #FormerPrimeMinisterManmohanSingh #Handshake #Traitor #AirForce #National #Argusnews