ଆତଙ୍କବାଦୀ ୟାସିନ ମଲିକର ସମର୍ଥନରେ ବାହାରିଥିଲେ ପାକିସ୍ତାନୀ କ୍ରିକେଟର ଆଫରୀଦୀ । ଭାରତୀୟ କ୍ରିକେଟର ଅମିତ ମିଶ୍ର ଆଫ୍ରିଦୀକୁ କଲେ ବୋଲ୍ଡ । ଆଫରୀଦୀଙ୍କୁ କହିଲେ ସବୁ କିଛି ତୁମ ଜନ୍ମ ତାରିଖ ଭଳି ଭ୍ରାମକ ନୁହେଁ ।
#Terrorist #Yasinmallik #Pakistanicricketer #PakistanicricketerAfridi #Indiancricketer #Pakistani #Natioanal #ArgusNews