ବିଶ୍ବର ସର୍ବ ବୃହତ ସୌର ଶକ୍ତି ବିକାଶକାରୀ ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ ଏବଂ ଭାରତର ସର୍ବବୃହତ ଘରୋଇ ବିଦ୍ୟୁତ୍ ପରିବହନ ଏବଂ ଖୁଚୁରା ବିତରଣ କମ୍ପାନୀ ଆଦାନୀ ଟ୍ରାନ୍ସମିସନ୍ ଲିମିଟେଡ୍ ଏକ ବିବୃତ୍ତିରେ ସେମାନଙ୍କର ଶକ୍ତି କମ୍ପାକ୍ଟ ଲକ୍ଷ୍ୟକୁ COP26 ର ଅଂଶ ଭାବରେ ଘୋଷଣା କରିଛି।
#AdaniTransmission #AdaniGreenEnergy #COP26 #SolarPower #EnergyCompact #National #ArgusNews