ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡକୁ 612.30 କୋଟି ଟଙ୍କାର ଡେବ୍ଟ ରିଫାଇନାନ୍ସିଂ । ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡର ତିନି ଅଂଶୀଦାର କମ୍ପାନୀ ଆଦାନୀ ଗ୍ରୀନ ଏନର୍ଜି ୟୁପି ଲିମିଟେଡ୍, ପ୍ରୟତ୍ନ ଡେଭଲପରର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପରମପୂଜ୍ୟ ସୋଲାର ଏନର୍ଜି ପ୍ରାଇଭେଟ୍ ଲିମିଟେଡ ମିଳିତ ଭାବେ 930 ମେଗାୱାଟ୍ ଅପରେସନାଲ୍ ସୋଲାର ପାୱାର ପ୍ରୋଜେକ୍ଟ ହାତେଇବା ସହ ଘରୋଇ ବଣ୍ଡ୍ ଜାରି କରି 612.30 କୋଟି ଟଙ୍କା ହାତେଇଛି ।
#Adani #adanigreenenergyrises #adanigreenenergylimited #solarenergy #Odisha #ArgusNews