ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡ ପକ୍ଷରୁ 2022 ଆର୍ଥିକ ବର୍ଷର ଫଳାଫଳ ଘୋଷଣା । କ୍ୟାସ୍ ପ୍ରଫିଟ୍ 47 ପ୍ରତିଶତ ଅଭିବୃଦ୍ଧି ସହ 1,292 କୋଟିରେ ପହଞ୍ଚିଛି । ସେହିପରି ପାୱାର ସପ୍ଲାଏ କ୍ଷେତ୍ରରେ ରାଜସ୍ବ ମଧ୍ୟ 54 ପ୍ରତିଶତ ବଢିବା ସହ 2,655 କୋଟିରେ ପହଞ୍ଚିଛି । ସେହିପରି କମ୍ପାନୀର ପରିଚାଳନା କ୍ଷମତା 83 ପ୍ରତିଶତ ବୃଦ୍ଧି ହୋଇଛି ।
#Adani #AdaniGreenEnergy #cashprofit #powersupply #Odisha #ArgusNews