#ପ୍ଲାଟିନମ୍_ଗୋଲ୍ଡ_ସିଲଭର୍_ପୁରସ୍କାର_ଜିତିଲା_କମ୍ପାନୀ
ଦେଶର ସର୍ବବୃହତ୍ତ ଘରୋଇ ପାୱାର ଟ୍ରାନ୍ସମିସନ ଏବଂ ରିଟେଲ୍ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଆଦାନୀ ଟ୍ରାନ୍ସମିସନ ଲିମିଟେଡ୍ , କନଫଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିର 3 ଟି ପୁରସ୍କାର ଜିତିଛି ।
#Adani #Success #Company #IndianIndustry #Odisha #ArgusNews.