ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନଜର ଏବେ ଗୁଜରାଟ ଗାଦୀ ଉପରେ । ଖାସ ସେଇଥି ପାଇଁ ଆମ ଆଦମୀ ପାର୍ଟୀ ଏଠାରେ ମଧ୍ୟ ନିର୍ବାଚନ ଲଢିବ ବୋଲି ସ୍ଥିର କରିଛି । ଭୋଟରଙ୍କୁ ପ୍ରଲୋଭିତ କରିବାକୁ କେଜରିୱାଲ ବାରମ୍ବାର ଫ୍ରି ବିଜୁଳିର ପ୍ରତିଶ୍ରୁତି ଅଜାଡିବାରେ ଲାଗିଛନ୍ତି ।
#Gujarat #AssemblyElections #AamAadmiParty #election #candidates #Odisha #ArgusNews