ଦିଲ୍ଲୀରେ ଆମ ଆଦମି ପାର୍ଟି ଭ୍ରଷ୍ଟାଚାରର ସବୁ ରେକର୍ଡ ଭାଙ୍ଗିଛି । ଆପ୍ ସରକାର ପ୍ରାଧ୍ୟାପକ ମାନଙ୍କୁ ଦରମା ଦେଇପାରୁନାହାନ୍ତି । ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ଲୋକମାନେ ଆପକୁ ଆଇନା ଦେଖାଇବେ ବୋଲି ବୁଧବାର ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ପାଇଁ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
#delhi #appgovt Dharmendra Pradhan #ArgusNews