#ଆଫଗାନିସ୍ତାନ_ଉପରେ_ତାଲିବାନର_କବ୍ଜା
ଲୋକଙ୍କ ମଧ୍ୟରେ ଭୟର ବାତାବରଣ । ୨୦ ବର୍ଷ ତଳର ପୁରୁଣା ତାଲିବାନ ଶାସନ ମନେ ପଡୁଛି । ସାଧାରଣ ଲୋକ ଲୁଚାଉଛନ୍ତି ଡିଶ ଆଂଟିନା, ଟିଭି ସେଟ ଓ ପୁସ୍ତକ । ତାଲିବାନର ଆଫଗାନିସ୍ତାନ ଉପରେ ଅଧିକାର ହେବା ପରେ ସ୍ଥାନୀୟ ଆଫଗାନୀ ମାନେ ଅତ୍ୟନ୍ତ ଭୟର ବାତାବରଣ ମଧ୍ୟରେ ଅଛନ୍ତି ।
#ArgusNews #National #TalibanTerror #afganistan #fearinpeople